ଗଡ଼ିଲା ‘କାଳିଆ ରଥ’ : ‘କାଳିଆ’ ଯୋଜନା ସର୍ମ୍ପକରେ କରିବ ସଚେତନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥ ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ ୧୫୦ କାଳିଆ ରଥ ‘କାଳିଆ’ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବ। ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାପରେ ୧୩୦ଟି କାଳିଆ ରଥକୁ ଏଥିରେ ସାମିଲ କରାଯିବ। ଏହି ରଥ ଏକ […]

kalia

Rakesh Mallick
  • Published: Sunday, 03 February 2019
  • , Updated: 03 February 2019, 08:58 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥ ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ ୧୫୦ କାଳିଆ ରଥ ‘କାଳିଆ’ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବ।

ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାପରେ ୧୩୦ଟି କାଳିଆ ରଥକୁ ଏଥିରେ ସାମିଲ କରାଯିବ। ଏହି ରଥ ଏକ ମାସ ଧରି ସାରା ରାଜ୍ୟରେ ଚାଲିବ।

Related story