ୟୁକ୍ରେନରେ ଫସିଛନ୍ତି ଓଡ଼ିଆ, ଅମିତ୍ ଶାହଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ଫସିଥିବା ଓଡ଼ିଆ ପିଲା ଏବଂ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଭାରତ ସରକାର ୟୁକ୍ରେନ୍ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଫେରାଇ ଆରଣିବାକୁ ଉଦ୍ୟମ କରାଯାଉଥିବା ନେଇ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି। […]

shah-and-naveen

shah-and-naveen

Ranjit Kumar Jena
  • Published: Friday, 25 February 2022
  • Updated: 25 February 2022, 12:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ଫସିଥିବା ଓଡ଼ିଆ ପିଲା ଏବଂ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଭାରତ ସରକାର ୟୁକ୍ରେନ୍ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଫେରାଇ ଆରଣିବାକୁ ଉଦ୍ୟମ କରାଯାଉଥିବା ନେଇ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି।

ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଝାରସୁଗୁ଼ଡା ଜିଲ୍ଲାର କେବଳ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଏହାବାଦ ମୟୂରଭଂଜ, ଖୋର୍ଦ୍ଧା, କୁଚିଣ୍ଡାର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଗୁହାରି କରୁଛନ୍ତି ପରିବାର ଲୋକ।

ରୁଷ ଓ ଯୁକ୍ରେନ ମଧ୍ୟରେ ସମ୍ପର୍କ ବିଗିଡ଼ିବା ପରଠୁ  ୪୨ ଜଣ ଛାତ୍ରୀଛାତ୍ରୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରାଯାଇଛି। ଏକ ଏୟାର ଇଣ୍ଡିଆ ବିମାନ  ଯୋଗେ ସେମାନଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରାଯାଇଛି। ହେଲେ ୟୁକ୍ରେନ ନିଜ ବାୟୁସୀମାକୁ ବନ୍ଦ କରିଦେବା ପରେ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର ଲାଗି ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରି ଆସିଛି।

ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ପ୍ରଥମ ଦିନ ରୁଷ କରିଥିବା ହମଲାରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଥିବା ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି କହିଛନ୍ତି। ଏହି ମୃତକମାନଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଜେଲେନସ୍କି ହିରୋର ଆଖ୍ୟା ଦେଇଛନ୍ତି। ଏଥିସହ ରୁଷ ସହ ଲଢ଼େରେ ଶତାଧିକ ଯବାନ ଓ ସାଧାରଣ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story