/odisha-reporter/media/post_attachments/uploads/2017/05/naveen-patnaik.jpg)
naveen-patnaik
ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆରେ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି।
Advertisment
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,“ରଥଯାତ୍ରା ଅବସରରେ ତିନି ଠାକୁରଙ୍କୁ ମୋର ଭକ୍ତିପୁତ ପ୍ରଣାମ। ମହାପ୍ରଭୁ ରାଜ୍ୟବାସୀଙ୍କୁ ସୁଖ ସମୃଦ୍ଧି ଆଶୀର୍ବାଦ କରନ୍ତୁ। ମାନବ ସମାଜରେ କଲ୍ୟାଣ ସାଧିତ ହେଉ। ଭାଇଚାରାର ସମ୍ପର୍କକୁ ଅଧିକ ସୁଦୃଢ଼ କରୁ, ଏହା ହିଁ ମୋର କାମନା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
