ବିଜେଡି ବିଧାୟକଙ୍କୁ ତାଗିଦ: ଏରିଆକୁ ଯାଅ, ଲୋକଙ୍କୁ ବଜେଟ୍ ବିଷୟରେ ବୁଝାଅ

ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବା ପରେପରେ ପ୍ରାୟ ସାଢ଼େ ୭ଟା ସୁଦ୍ଧା ସମସ୍ତ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Naveen Niwas

ନବୀନ ନିବାସ

Ordigital Desk
  • Published: Friday, 24 February 2023
  • Updated: 24 February 2023, 10:37 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨.୩୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବାର ଘଣ୍ଟାଏ ନପୁରୁଣୁ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କୁ ଟ୍ୟୁସନ ହେବାକୁ ପଡ଼ିଛି। ନିଜ ନିଜ ଏରିଆକୁ ଯାଇ ଲୋକଙ୍କୁ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଅବଗତ ନିମନ୍ତେ ତାଗିଦ୍ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବା ପରେପରେ ପ୍ରାୟ ସାଢ଼େ ୭ଟା ସୁଦ୍ଧା ସମସ୍ତ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସବୁ ଦଳୀୟ ବିଧାୟକମାନଙ୍କୁ ଏଭଳି ଅଚାନକ ଡାକରାକୁ ନେଇ କେହି କିଛି ଆଗୁଆ ଟେର ପାଇନଥିବାବେଳେ ନବୀନ ନିବାସରେ ସେମାନଙ୍କୁ ଚଳିତବର୍ଷର ରାଜ୍ୟ ବଜେଟ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପ୍ରଶାସନିକ ଟିମ୍ ଗୁରୁଜ୍ଞାନ ଦେଇଛନ୍ତି। ଏହା ଲୋକାଭିମୁଖୀ ବଜେଟ୍ ଓ ଓଡ଼ିଶାକୁ ଶୀର୍ଷକୁ ନେବାରେ ସହାୟକ ହେବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ କହିଥିଲେ। ଏହାସହିତ ବଜେଟ୍ ସମ୍ପର୍କରେ ନିଜ ନିଜ ଅଂଚଳକୁ ଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ନବୀନ ସ୍ୱଳ୍ପ ପରାମର୍ଶ ଦେବା ପରେ ତାଙ୍କ ପ୍ରଶାସନିକ ଟିମ୍ ଦ୍ୱାରା ବିଧାୟକମାନଙ୍କୁ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ୍ ହୋଇଥିବାରୁ ବଜେଟର ଲୋକାଭିମୁଖୀ ଦିଗ ସମ୍ପର୍କରେ ନିଜ ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ବର୍ଗଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଝାଇବାକୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ନିଜ ଅଂଚଳର ବୁଦ୍ଧିଜୀବୀମାନଙ୍କୁ ଡକାଇ ସେମାନଙ୍କ ସହ ଚଳିତବର୍ଷ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ସୂଚିତ କରିବାକୁ କୁହାଯାଇଛି । ମାର୍ଚ୍ଚ ୧ରୁ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହେଉଥିବାରୁ ଏହା ପରେ ନିଜ ନିଜ ଅଂଚଳର ବୁଦ୍ଧିଜୀବୀ,ଯୁବବର୍ଗ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଅବଗତ କରାଇବାକୁ ବିଧାୟକମାନେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

Also Read

ବିଶେଷକରି ମହିଳା, ଚାଷୀ, ଯୁବ ବର୍ଗ, ଏମଏସଏମଇ ଉଦ୍ୟୋଗୀ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପାଇଁ ବଜେଟରେ ଆବଶ୍ୟକ ବ୍ୟବସ୍ଥା ହୋଇଛି । ସରକାରଙ୍କ ବାର୍ତ୍ତାବହ ହୋଇ ନିଜ ନିଜ ଅଂଚଳରେ ବଜେଟରେ ଥିବା ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ସମେତ କେନ୍ଦ୍ର ସରକାରଙ୍କଠୁ ଆକଳନଠୁ କମ୍ ଅନୁଦାନ ମିଳୁଥିବା ସମ୍ପର୍କର୍ରେ ସୂଚିତ କରିବାକୁ କୁହାଯାଇଛି । ଏ ସମ୍ପର୍କରେ ବିଧାୟକମାନେ ନିଜ ଅଂଚଳରେ କି ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ଲିଖିତ ଭାବେ ନବୀନ ନିବାସକୁ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ୨୩ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବିଧାୟକମାନଙ୍କୁ ଡକାଇ ବଜେଟ୍ ଉପରେ ଆଲୋଚନା କରିବା ସହ ନିର୍ବାଚନମଣ୍ଡଳୀରେ ଏହା ଉପରେ ବିସ୍ତୃତ ଚର୍ଚ୍ଚା କରି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story