Advertisment

ଖାଲି ଯାଉଛନ୍ତି , କିଛି ଆଣୁ ନାହାଁନ୍ତି

ମେକ ଇନ ଓଡିଶା ଓ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଭ୍ରମଣକୁ ନେଇ ଉଠିଲା ପ୍ରଶ୍ନ। ପ୍ରଶ୍ନବାଣରେ ଘାଇଲା କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବଜୟ ପଟ୍ଟନାୟକ। ଓଡିଶାକୁ ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ।

Advertisment

ମେକ ଇନ ଓଡିଶା ଓ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଭ୍ରମଣକୁ ନେଇ ଉଠିଲା ପ୍ରଶ୍ନ। ପ୍ରଶ୍ନବାଣରେ ଘାଇଲା କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବଜୟ ପଟ୍ଟନାୟକ। ଓଡିଶାକୁ ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

Advertisment
Odisha Naveen Patnaik Japan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe