ମେୟର ଘାଇଲା | Odisha Reporter
କଟକ ସିଏମସି କାଉସିଲ ବୈଠକ ସମୟରେ ପରିସ୍ଥିତି ଅସମ୍ଭାଳ। କେହି କାହାକୁ ଛାଡ଼ିବା ପରିସ୍ଥିତି ନଥିଲେ। ହୋହାଲ୍ଲାରେ ଫାଟି ପଡୁଥିଲା ମିଟିଂ ହଲ। ପ୍ରଶ୍ନ ବାଣରେ ମେୟର ସୁବାଷ ସିଂଙ୍କୁ ଘାଇଲା କଲେ ବିଜେପି ଓ କଂଗ୍ରେସ କର୍ପୋରେଟର। କଟକର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବା ସହ ବାଲିଯାତ୍ରାର ହିସାବ ମାଗିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
