Advertisment

ମେୟର ଘାଇଲା

ପ୍ରଶ୍ନବାଣରେ ମେୟର ସୁବାଷ ସିଂଙ୍କୁ ଘାଇଲେ କଲେ ବିଜେପି ଓ କଂଗ୍ରେସ କର୍ପୋରେଟର।

Advertisment

କଟକ ସିଏମସି କାଉସିଲ ବୈଠକ ସମୟରେ ପରିସ୍ଥିତି ଅସମ୍ଭାଳ। କେହି କାହାକୁ ଛାଡ଼ିବା ପରିସ୍ଥିତି ନଥିଲେ। ହୋହାଲ୍ଲାରେ ଫାଟି ପଡୁଥିଲା ମିଟିଂ ହଲ। ପ୍ରଶ୍ନ ବାଣରେ ମେୟର ସୁବାଷ ସିଂଙ୍କୁ ଘାଇଲା କଲେ ବିଜେପି ଓ କଂଗ୍ରେସ କର୍ପୋରେଟର। କଟକର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବା ସହ ବାଲିଯାତ୍ରାର ହିସାବ ମାଗିଥିଲେ ।

Advertisment
Odisha Subash Sing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe