Advertisment

ଏହି ଜିଲ୍ଲାପାଳଙ୍କ ଅଫିସ୍ ୩ ଦିନ ଶଟଡାଉନ୍‌

ବରଗଡ଼(ଦୀପକ ଶର୍ମା):  ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌କୁ  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ  ଶଟଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଅଫିସ୍‌ର ଜଣେ ଷ୍ଟାଫ୍ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି। Collectorate,Bargarh declared shutdown for 72 hours i. e from 28.8.20 to 30.8.20 due to one staff tested positive. — Collector & DM,Bargarh (@DMBargarh) August 28, […]

author-image
Niharika Rout
ଅଦ୍ୟତନ ହୋଇଛି
ଏହି ଜିଲ୍ଲାପାଳଙ୍କ ଅଫିସ୍ ୩ ଦିନ ଶଟଡାଉନ୍‌

shut-bdown-1

ବରଗଡ଼(ଦୀପକ ଶର୍ମା):  ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌କୁ  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ  ଶଟଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଅଫିସ୍‌ର ଜଣେ ଷ୍ଟାଫ୍ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି।

Advertisment

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪୫ ରେ ପହଞ୍ଚିଥିବା ବେଳେ  ୯୩୯ ଆରୋଗ୍ୟ ହୋଇ ସାରିଲେଣି। ଜିଲ୍ଲାରେ  ୬୯୯ ଆକ୍ଟିଭ କେସ୍‌ ଥିବା ବେଳେ ଆଖି ବୁଜି ସାରିଲେଣି  ୭ ଜଣ।

Advertisment
Corona Shut Down