Advertisment

କ୍ଲାସ୍‌ରୁମ୍‌ରେ ଗଣିତ ପାଠ ପଢ଼ାଇଲେ ଜିଲ୍ଲାପାଳ

ମାଲକାନଗିରି: ଶିକ୍ଷକ ଭୂମିକାରେ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ ଭଲମନ୍ଦ ପଚାରି ବୁଝିଲେ ହାକିମବାବୁ।। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳରେ କିଭଳି ଚାଲିଛି ଶିକ୍ଷାଦାନ ତାହା ଜାଣିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବୁଲିବାକୁ ଯାଇଥିଲେ। ଏହି ସମୟରେ ସଲିମ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ। ପରେ ଶ୍ରେଣୀଗୃହରେ ଜିଲ୍ଲାପାଳ ଗଣିତ ପାଠ […]

କ୍ଲାସ୍‌ରୁମ୍‌ରେ ଗଣିତ ପାଠ ପଢ଼ାଇଲେ ଜିଲ୍ଲାପାଳ

m1

Advertisment

ମାଲକାନଗିରି: ଶିକ୍ଷକ ଭୂମିକାରେ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ ଭଲମନ୍ଦ ପଚାରି ବୁଝିଲେ ହାକିମବାବୁ।। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳରେ କିଭଳି ଚାଲିଛି ଶିକ୍ଷାଦାନ ତାହା ଜାଣିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବୁଲିବାକୁ ଯାଇଥିଲେ।

Advertisment

ଏହି ସମୟରେ ସଲିମ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ। ପରେ ଶ୍ରେଣୀଗୃହରେ ଜିଲ୍ଲାପାଳ ଗଣିତ ପାଠ ପଢ଼ାଇଥିଲେ।

ନିକଟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ସାଜିଥିଲେ ଗଣିତ ସାର୍। ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଥିବା ତେଣ୍ଡା କନ୍ୟାଶ୍ରମକୁ ବୁଲିବାକୁ ଯାଇଥିବାବେଳେ ପିଲାଙ୍କ ଭଲମନ୍ଦ ବୁଝିବା ସହ ନିଜେ ଶ୍ରେଣୀ ଗୃହରେ ଗଣିତ ପାଠ ପଢ଼ାଇଥିଲେ।

Advertisment

ଉଭୟ ବିଧାୟକ ଓ ଜିଲ୍ଲାପାଳଙ୍କ ଏଭଳି ଅଚାନକ ଗସ୍ତ ସହ ଶ୍ରେଣୀ ଗୃହରେ ଶିକ୍ଷାଦାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe