ପୁଣି ପଶ୍ଚିମା ଝଡ଼। ଆଗକୁ ଆସୁଛି ପୁଣି ଭାସିବ ରାଜ୍ୟ। ପ୍ରବଳ ବର୍ଷା ସହ ଝଡ଼-ପବନ ଆଣି ଆସୁଛି ପଶ୍ଚିମା ଝଡ଼। ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୬ ତାରିଖରୁ ଝଡ-ପବନ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୬ରୁ ରାଜ୍ୟରେ ପଶ୍ଚିମା ଝଡ-ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବାର ସମ୍ଭାବନା ରହିଛି । ଏପରକି ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଘରକୁ ଫେରୁଥିଲେ; ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ଦୁର୍ଘଟଣା ପରେ ଅନ୍ୟ ବାଇକ୍ ଆରୋହୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
Accident
ବାଇକକୁ ଧକ୍କା ଦେଇ ଜଳିଗଲା ‘ଚକାଡୋଳା’ ବସ୍; ଜଣେ ମୃତ
ଆଜି ସକାଳେ ’ଚକାଡୋଳ’ ବସ୍ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କା; ୩ ଆହତ
ଦୁର୍ଘଟଣା ଘଟାଇଥିବା ବୋଲେରୋ ଗେଲ ଇଣ୍ଡିଆ ଗ୍ୟାସ ଲାଇନ କାମରେ ନିୟୋଜିତ ଥିବା ଜଣାଯାଇଛି।
Accident
ଡିଭାଇଡରରେ ପିଟି ହୋଇ ରାସ୍ତାକଡ଼କୁ ଓଲଟିଲା ବ୍ୟାଣ୍ଡ୍ ପାର୍ଟି ଗାଡ଼ି
ଗାଡ଼ି ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି l