୨୬ରେ ଆସୁଛି ପୁଣି ଭସାଇବ

  • Published: Friday, 24 March 2023
  • , Updated: 24 March 2023, 01:50 PM IST

ପୁଣି ପଶ୍ଚିମା ଝଡ଼। ଆଗକୁ ଆସୁଛି ପୁଣି ଭାସିବ ରାଜ୍ୟ। ପ୍ରବଳ ବର୍ଷା ସହ ଝଡ଼-ପବନ ଆଣି ଆସୁଛି ପଶ୍ଚିମା ଝଡ଼। ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୬ ତାରିଖରୁ ଝଡ-ପବନ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୬ରୁ ରାଜ୍ୟରେ ପଶ୍ଚିମା ଝଡ-ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବାର ସମ୍ଭାବନା ରହିଛି । ଏପରକି ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ। 

Related story