ସିଧା ଆସୁଛି, ମଣିଷର ମାଂସ ଖାଉଛି ! | Odisha Reporter
Advertisment
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୁମାରପୁରର କେଳାପତି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଚାରିଆଡେ ଖେଳିଯାଇଛି ଚାଞ୍ଚଲ୍ୟ । ପରିବାର ଲୋକେ କହୁଛନ୍ତି, ଅଜଣା ଜନ୍ତୁ ଏପରି କରିଛି। କିନ୍ତୁ କେଉଁ ଜନ୍ତୁ ଏପରି କରିଛି ଜଣାପଡିନଥିବାବେଳେ ଗାଁ ଲୋକେ କହୁଛନ୍ତି ଶିଆଳ ଏପରି କରିଛି । ମଣିଷ ଦେହରୁ ମାଂସ ନେଉଛି। ଆଉ ମଣିଷଙ୍କୁ ମାରୁଛି। ଏ ଘଟଣା ଘଟିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us