ଭାଇରାଲ୍‌ ହେଉଛି ଅଡିଓ, ରଶ୍ମୀରେଖାଙ୍କ ଦୁଇ ପ୍ରେମିକଙ୍କୁ ହେବ ଜେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ମୃତ୍ୟୁ ମାମଲାରେ ପ୍ରେମିକଙ୍କୁ ହେବ ଜେରା। ରଶ୍ମୀରେଖାଙ୍କ ଦୁଇ ପ୍ରେମିକଙ୍କୁ ଜେରା କରିବ ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ହେବ ଜେରା। ଆତ୍ମହତ୍ୟା ପଛର କାରଣ ଓ କିଏ ଉସୁକେଇଥିଲା, ସେନେଇ ଜେରା କରିବ ପୁଲିସ୍। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ରଶ୍ମୀରେଖା। ଉକ୍ତ […]

Rasmirekha

Rasmirekha

Manoranjan Sial
  • Published: Tuesday, 21 June 2022
  • Updated: 21 June 2022, 10:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ମୃତ୍ୟୁ ମାମଲାରେ ପ୍ରେମିକଙ୍କୁ ହେବ ଜେରା। ରଶ୍ମୀରେଖାଙ୍କ ଦୁଇ ପ୍ରେମିକଙ୍କୁ ଜେରା କରିବ ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ହେବ ଜେରା। ଆତ୍ମହତ୍ୟା ପଛର କାରଣ ଓ କିଏ ଉସୁକେଇଥିଲା, ସେନେଇ ଜେରା କରିବ ପୁଲିସ୍।

ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ରଶ୍ମୀରେଖା। ଉକ୍ତ ଘରକୁ ପ୍ରଥମେ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ରାଜା।

ରାଜା ହେଉଛନ୍ତି ରଶ୍ମୀରେଖାଙ୍କ ପୂର୍ବତନ ପ୍ରେମିକ। ସେ ବାରମ୍ୱାର ରଶ୍ମୀରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମୀରେଖାଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା। ଯାହାର ଅଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଅଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ। ଅଡ଼ିଓରୁ ଯାହା ଜଣାପଡୁଛି, ରାଜାକୁ ଆଦୌ ବରଦାସ୍ତ କରିପାରୁନଥିଲେ ସନ୍ତୋଷ।

ଅଡିଓରେ କଣ ରହିଛି?

ସନ୍ତୋଷ- ରାଜା ମୋତେ କାହିଁକି ବ୍ଲକ୍‌ କରିଦେଇଛି?

ରଶ୍ମୀରେଖା- ତାଡ଼ିଗଲା, ବ୍ଲକ୍‌ କରିଦେଇଛି। ତୁ ତାକୁ କାହିଁକି ଫୋନ୍‌ କରୁଛୁ, ମୋତେ ଟିକେ କହୁନୁ।

ସନ୍ତୋଷ- ଥରେ ଖାଲି କଲ୍‌ କରି ତାକୁ କହିବି?

ରଶ୍ମୀରେଖା-କଣ କହିବୁ?

ସନ୍ତୋଷ- ସେଇଟା ତୋର କଣ ହେଲା ୟାର୍‌?

ରଶ୍ମୀରେଖା- ମୋର କିଛି ଯାଉନି। କିନ୍ତୁ ଦରକାର ନାହିଁ ଅନ୍‌ନେସେରୀ କଲ୍‌ କରି ବ୍ଲଣ୍ଡର କରାଇବା।

ସନ୍ତୋଷ- ନା ନା ମୁଁ ଖାଲି ତାକୁ କଲ୍‌ କହିବି। ମୁଁ କଣ ଆପଣ ଏତେ ଟେନ୍‌ସନ୍‌ ଦେଇଛି ଓ ମୋତେ ବ୍ଲକ କରିଦେବେ?

ରଶ୍ମୀରେଖା-କଣ?

ସନ୍ତୋଷ- ତାକୁ ଖାଲି କହିବି(ରେକଡିଂ କରିଦେବି ଟେନ୍‌ସନ୍‌ ନେଏନି)

ରଶ୍ମୀରେଖା- ବି କେୟାରଫୁଲ୍‌। ସେ ଲୋକଟା ଭଲ ନୁହେଁ। ସାଇକୋ ଲୋକଟା। ସେଇଟା ପାଗଳଟା। ତାର କିଛି ଠିକ୍‌ ଠିକଣା ନାହିଁ। କେତେବେଳେ କଣ ମାଡ଼ ଖାଏ, କାହାର ଠିକଣା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story