'ମୋମୋ ଚ୍ୟାଲେଞ୍ଜ' ଗେମ୍‌କୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ମୋମୋ ଚ୍ୟାଲେଞ୍ଜିଂ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍। କମିଶନରେଟ୍ ପୁଲିସ୍‌ ପକ୍ଷରୁ ଚାଲୁଥିବା ନୋ ଇୟୋର୍ ପୁଲିସ୍‌ ସ୍କିମ୍‌ରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ୍‌ କମିଶନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ଉକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରାଯିବ। ସେମାନଙ୍କୁ ମୋମୋ ଚ୍ୟାଲେଞ୍ଜ […]

bbsr

bbsr

Rakesh Mallick
  • Published: Monday, 03 September 2018
  • Updated: 03 September 2018, 05:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ମୋମୋ ଚ୍ୟାଲେଞ୍ଜିଂ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍। କମିଶନରେଟ୍ ପୁଲିସ୍‌ ପକ୍ଷରୁ ଚାଲୁଥିବା ନୋ ଇୟୋର୍ ପୁଲିସ୍‌ ସ୍କିମ୍‌ରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ୍‌ କମିଶନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ଉକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରାଯିବ। ସେମାନଙ୍କୁ ମୋମୋ ଚ୍ୟାଲେଞ୍ଜ ଭଳି ଖେଳ ପ୍ରତି ଆକର୍ଷିତ ନହେବାକୁ ସଚେତନ କରାଯିବା ସହ ଆଇନ୍, ଅପରାଧ ଓ ତଦନ୍ତ ଆଦି ପ୍ରସଙ୍ଗରେ ସୂଚନା ଦିଆଯିବ ବୋଲି କମିଶନର୍‌ କହିଛନ୍ତି।

ପୂର୍ବରୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ମୋମୋ ଚ୍ୟାଲେଞ୍ଜ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story