କମ୍ପାନୀ ଠକିଲେ, ତୁମେ ବି ଠକିଲ ? | Odisha Reporter
ଚିଟଫଣ୍ଡ କମ୍ପାନୀ ଠକିବାର ଦଶ ବର୍ଷ ପରେ ବି ଠକୁଛନ୍ତି ସରକାର। ୮.୮୬ ଲକ୍ଷ କ୍ଷୁଦ୍ର ଜମାକାରୀ ଠକେଇର ଶିକାର କହିଲା ରାଜ୍ୟ। କେବେ ଓଡ଼ିଶାର ଲକ୍ଷ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ଛୋଟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିବ କାହା ପାଖରେ ଉତ୍ତର ନାହିଁ। ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ୪୨୧ଟି ଠକ ଚିଟଫଣ୍ଡ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ କମିଶନଙ୍କ ପାଖରେ ୮.୬୬ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ଆବେଦନ ମିଳିଛି କହିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
