ଗାଈ ପାଇଁ ୩୦, ବଳଦ ପାଇଁ ୨୫ ହଜାର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏନେଇ ଜଏଣ୍ଟ ରିଲିଫ୍ କମିଶନର କହିଛନ୍ତି,“ ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ଓ ଆସବାବପତ୍ର ନଷ୍ଟ ହୋଇଥିଲେ ସେଥିପାଇଁ ୩୮ ଶହ ଟଙ୍କା ମିଳିବ।  ସମତୁଲ ଅଞ୍ଚଳରେ […]

b6u

b6u

Mihir Pattnayak
  • Published: Sunday, 21 October 2018
  • Updated: 21 October 2018, 02:22 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏନେଇ ଜଏଣ୍ଟ ରିଲିଫ୍ କମିଶନର କହିଛନ୍ତି,“ ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ଓ ଆସବାବପତ୍ର ନଷ୍ଟ ହୋଇଥିଲେ ସେଥିପାଇଁ ୩୮ ଶହ ଟଙ୍କା ମିଳିବ।  ସମତୁଲ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୫ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧୯ ଶହ ଟଙ୍କା ମିଳିବ।”

ସେ ଆହୁରି କହିଛନ୍ତି,“ ତିତ୍‌ଲିରେ ସବୁଠୁ ଅଧିକ କ୍ଷତି ସହିଥିବା ଗଜପତି ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାକୁ ସୁଧାରିବାକୁ ନେଇ ସମୀକ୍ଷା ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ବାକି ଥିବା ଅଞ୍ଚଳରେ ବିଦ୍ୟୁତ୍‌ ସେବା ପହଞ୍ଚିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story