‘ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ଓ ବିଜେଡି ଉପରେ ବର୍ଷିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଶାସକ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାକୁ ଲୁଟିବାକୁ ଉଭୟଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି । ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି । ସେ ଆହୁରି କହିଛନ୍ତି, ବିଧାନସଭାରେ ପ୍ରଥମେ […]

chella-kumar-on-pari

chella-kumar-on-pari

Madhupriya Mistry
  • Published: Sunday, 06 December 2020
  • Updated: 06 December 2020, 12:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ଓ ବିଜେଡି ଉପରେ ବର୍ଷିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଶାସକ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାକୁ ଲୁଟିବାକୁ ଉଭୟଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି । ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ବିଧାନସଭାରେ ପ୍ରଥମେ କଂଗ୍ରେସ ପରୀ ପ୍ରସଙ୍ଗ ଉଠାଇଥିଲା । ଏହାପରେ ସରକାର ଏସଆଇଟି ତନନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହା କଂଗ୍ରେସ ପାଇଁ ଐତିହାସିକ ସଫଳତା । କିନ୍ତୁ ଆମ ନେତା ଲାଞ୍ଚ ଖାଇ ଚୁପ ହୋଇଗଲେ ବୋଲି ବିଜେପି ଅଭିଯୋଗ କରୁଛି । ବିଜେପି ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ଅଭିଯୋଗ ଆଣୁଛି। ଆମେ ପରୀକୁ ନ୍ୟୟ ଦେବା ସହ ଦୋଷୀକୁ ଉଚିତ ଦଣ୍ଡ ମିଳୁ ଦାବି କରୁଛି । ସେ ଯିଏ ହୁଅନ୍ତୁ ନା କାହିଁକି, ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ଚେଲ୍ଲା କୁମାର କହିଛନ୍ତି।

ଏଥିସହ ଇତିଶ୍ରୀ ହତ୍ୟା ଘଟଣା ଓ ଖଣ ଦୁର୍ନତି ଭଳି ଅନେକ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ପ୍ରଭାରୀ । ଦୀର୍ଘ ବର୍ଷ ଧରି ଏଭଳି ଘଟଣାର ତଦନ୍ତ ନହୋଇ ପଡି ରହିଛି । କୁଆଡେ ଗଲା ସିବିଆଇ ତଦନ୍ତ, କ’ଣ ସବୁ ଫଳ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗତକାଲି କଂଗ୍ରେସର ଏକ ଟିମ ନୟାଗଡ ଯଦୁପୁର ଯାଇ ପରୀର ପରିବାର ଲୋକଙ୍କୁ ଭେଟିଥିଲେ । ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ଗସ୍ତରେ କଂଗ୍ରେସ ପ୍ରଭାରୀଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story