ରାଜ୍ୟରେ ସଚିବ ଅଛନ୍ତି, ଇଲେକ୍ସନ କରନି | Odisha Reporter
୫-ଟି ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କହିଲେ, 'ଯଦି ସଚିବ ମାନେ ମନ୍ତ୍ରୀ ମାନଙ୍କୁ ପ୍ରତିନିଧିତ୍ୱ କରିବେ ତେବେ ଇଲେକ୍ସନର କି ଆବଶ୍ୟକତା ଅଛି ? ମୁଖ୍ୟମନ୍ତ୍ରୀ ଯାଉ ନାହାଁନ୍ତି କାହିଁକି ସଚିବଙ୍କୁ ପଠାଉଛନ୍ତି ?'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
