୫-ଟି ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କହିଲେ, 'ଯଦି ସଚିବ ମାନେ ମନ୍ତ୍ରୀ ମାନଙ୍କୁ ପ୍ରତିନିଧିତ୍ୱ କରିବେ ତେବେ ଇଲେକ୍ସନର କି ଆବଶ୍ୟକତା ଅଛି ? ମୁଖ୍ୟମନ୍ତ୍ରୀ ଯାଉ ନାହାଁନ୍ତି କାହିଁକି ସଚିବଙ୍କୁ ପଠାଉଛନ୍ତି ?'