Advertisment

ପୌର ନିର୍ବାଚନ ଭୋଟ୍ ଗଣତି; କଟକରେ କଂଗ୍ରେସ ଆଗୁଆ

କଟକ(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଚାଲିଛି।  କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦ କେଉଁ ଦଳ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।  ଭୁବନେଶ୍ୱରରେ ଭୋଟ୍‌ ଗଣତି ବିଳମ୍ବ ହୋଇଥିବା ବେଳେ କଟକରେ ଦେଖିବାକୁ ମିଳିଛି କଂଗ୍ରେସର ଟ୍ରେଣ୍ଡ। ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରା, ବିଜେଡି ପ୍ରାର୍ଥୀ ସୁବାସ ସିଂହ ଓ ବିଜେପି ପ୍ରାର୍ଥୀ  ଶ୍ରୀତମ ଦାସଙ୍କ ଠାରୁ ଆଗୁଆ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ପୌର ନିର୍ବାଚନ ଭୋଟ୍ ଗଣତି; କଟକରେ କଂଗ୍ରେସ ଆଗୁଆ

cuttack

କଟକ(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଚାଲିଛି।  କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦ କେଉଁ ଦଳ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।  ଭୁବନେଶ୍ୱରରେ ଭୋଟ୍‌ ଗଣତି ବିଳମ୍ବ ହୋଇଥିବା ବେଳେ କଟକରେ ଦେଖିବାକୁ ମିଳିଛି କଂଗ୍ରେସର ଟ୍ରେଣ୍ଡ। ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରା, ବିଜେଡି ପ୍ରାର୍ଥୀ ସୁବାସ ସିଂହ ଓ ବିଜେପି ପ୍ରାର୍ଥୀ  ଶ୍ରୀତମ ଦାସଙ୍କ ଠାରୁ ଆଗୁଆ ଅଛନ୍ତି।  ଗିରିବାଳା ବିଜେଡି ଓ ବିଜେପିକୁ ପଛରେ ପକାଇ ଆଗେଇ ଚାଲିଛନ୍ତି।

Advertisment

କଟକ ମହାନଗର ନିଗମର ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସ ୫୯୪୯ ଭୋଟ୍‌ ପାଇଥିବା ବେଳେ ବିଜେଡି  ୫୫୭୪ ଭୋଟ୍‌ ପାଇଛି। ସେହିପରି ବିଜେପି ୨୩୦୬ ଭୋଟ୍‌ ପାଇଛି।

Municipal Election Result 2022