Advertisment

ବିଧାୟକ ପଦ ପାଇଁ ଅଯୋଗ୍ୟ ହେଲେ ଯୋଗେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚିତ ହୋଇଥିବା ଅଭିଯୋଗ ଥିଲା। ଜାଲ୍ ଜାତି ପ୍ରମାଣପତ୍ର ନେଇ ହାଇକୋର୍ଟରେ ୨ଟି ମାମଲା ତାଙ୍କ  ବିରୋଧରେ ଚାଲିଥିଲା। ବିଜେପି ପ୍ରାର୍ଥୀ ସହଦେବ ଖାଖା ଏବଂ ଜଣେ ସାଧାରଣ ଭୋଟର ଅଜୟ ପଟେଲ ଏହି ମାମଲା ଦାୟର […]

ଅଦ୍ୟତନ ହୋଇଛି
ବିଧାୟକ ପଦ ପାଇଁ ଅଯୋଗ୍ୟ ହେଲେ ଯୋଗେଶ

jogesh

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚିତ ହୋଇଥିବା ଅଭିଯୋଗ ଥିଲା। ଜାଲ୍ ଜାତି ପ୍ରମାଣପତ୍ର ନେଇ ହାଇକୋର୍ଟରେ ୨ଟି ମାମଲା ତାଙ୍କ  ବିରୋଧରେ ଚାଲିଥିଲା। ବିଜେପି ପ୍ରାର୍ଥୀ ସହଦେବ ଖାଖା ଏବଂ ଜଣେ ସାଧାରଣ ଭୋଟର ଅଜୟ ପଟେଲ ଏହି ମାମଲା ଦାୟର କରିଥିଲେ। ଉଭୟ ମାମଲା ଆଧାରରେ ହାଇକୋର୍ଟ ତାଙ୍କ ପଦ ରଦ୍ଦ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe