Advertisment

ଦଳ ସହିତ ଅଛନ୍ତି ତ ତାରା ?

5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ସମର୍ଥନ !

author-image
Manoj Swain

5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ କଂଗ୍ରେସ ଭବନରେ ଗର୍ଜୁଛନ୍ତି ନେତା। ପ୍ରେସମିଟ କରି ବର୍ଷୁଛନ୍ତି ପିସିସି ସଭାପତି । ହେଲେ ବିଧାୟକ କିନ୍ତୁ କହୁଛନ୍ତି ସଚିବଙ୍କ ଗସ୍ତ ଭଲ। ବୁଝା ପଡୁନି ରାଜ୍ୟ କଂଗ୍ରେସର ଆଭିମୁଖ୍ୟ କଣ ?

Advertisment
Congress Tara Prasad Bahinipati