କଂଗ୍ରେସ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା। ଅଶ୍ୱିନୀ ବୈଷ୍ଣବ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭଳି ହୁଅନ୍ତୁ ବୋଲି କହିଲା। ରେଳ ଦୁର୍ଘଟଣାକୁ ନେଇ ରାଜନିତୀ ଜୋର ଧରିଛି। ଶାସକ-ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
'ଦୋଷୀଙ୍କୁ ଆଦୌ ଛଡ଼ା ଯିବନି'
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ, କହିଲେ, ଏହି ଘଟଣାକୁ ନେଇ ସବୁ ପ୍ରକାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି, ଯିଏ ଦୋଷୀ ଥିବ, ତାଙ୍କ ପ୍ରତି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ଦୋଷୀଙ୍କୁ ଆଦୌ ଛଡ଼ା ଯିବନି।

Odisha
ଦୁର୍ଘଟଣା ପାଇଁ ଦାୟୀ କିଏ ?
ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱର ବାହାନଗାରେ ଘଟିଛି। ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ। ଆରମ୍ଭ ହୋଇଗଲା ରେଳ ରାଜନୀତି। ଦୁର୍ଘଟଣା ପାଇଁ ସରକାର ଦାୟୀ ବୋଲି କହିଲେ ବିରୋଧୀ।

Odisha
ମଣିଷ ମାଂସରେ ଭୋଜି କରିଛି ଲୌହ ଦାନବ
ଛାତିଥରା ଦୃଶ୍ୟ। ଯେମିତି ଲାଗୁଛି, ମଣିଷ ମାଂସରେ ଭୋଜି କରି ଲୌହ ଦାନବ। ଆଉ ସମସ୍ତଙ୍କୁ ନିମନ୍ତ୍ରଣ କରିଛି। ଆଖିରୁ ତରା ଖସି ପଡୁଛି। ଲୋମ ଟାଙ୍କୁରି ଉଠୁଛି। ଆତ୍ମୀୟ ସ୍ୱଜନମାନେ ଜୀବିତ କି ମୃତ ଜାଣିବା ପାଇଁ ଫୋନ ଆସୁଛି। ଫୋନ ରିଙ୍ଗ୍ ହେଉଛି ସତ ହେଲେ ମଲା ମଣିଷ ପକେଟରେ। କାନ୍ଦି କାନ୍ଦି ଆଖିରୁ ଲୁହ ସରିଗଲାଣି। ଚିତ୍କାର ଶୁଣି ଶୁଣି କାନ ବଧିରା ହୋଇଗଲାଣି। ଆଖି ସାମ୍ନାରେ କୁଢ଼କୁଢ଼ ଶବ।