Advertisment

ବୋମାଇଙ୍କ ଗାଡ଼ି ଅଟକାଇଦେଲେ କଂଗ୍ରେସ କର୍ମୀ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇ ଦେଲେ କଂଗ୍ରେସ କର୍ମୀ।

author-image
Debendra Prusty

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଗାଡିକୁ ରାସ୍ତାରେ ଅଟକାଇ ଦେଲେ କଂଗ୍ରେସ କର୍ମୀ।

Advertisment
Karnataka Karnataka Polls 2023 Karnataka Assembly Election