ସ୍ୱର ଚପା ଚକ୍ରାନ୍ତ ! | Odisha Reporter
Advertisment
ଆରମ୍ଭ ହୋଇଗଲା କି ଜୟନାରାୟଣଙ୍କ ସ୍ୱର ଚାପି ଦେବାକୁ ଚକ୍ରାନ୍ତ? ନବ ଦାସ ଘଟଣାରେ ନିତିଦିନ କରୁଥିଲେ ଘାଇଲା। ବିଜେଡି କଣ ତାଙ୍କ ବିରୋଧରେ ପୁଲିସକୁ ଲଗାଇ ଦେଲା? ଜୟନାରାୟଣ କହିଦେଲେ ବିଜେଡିର ଅସଲି କଥା। ବିଜେଡି ଉତ୍ତରରେ ଅଲଗା କଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us