/odisha-reporter/media/post_attachments/uploads/2020/10/hand-2.jpg)
hand
ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାରେ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଷଷ୍ଠ ରିଜର୍ଭ ବାଟାଲିଅନ୍ ନାଲିପଡ଼ା, ଅର୍ଜୁନପୁର କ୍ୟାମ୍ପସ୍ ଭିତରୁ ଏହି ମୃତଦେହ ଉଦ୍ଧାର ହୋଇଛି।
Advertisment
ମୃତଦେହ ମିଳିବା ପରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ କନେଷ୍ଟବଳ ଜଣକ ହେଲେ ସୁବ୍ରତ ରାଉତ। ତାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ତେବେ ଏହା ହତ୍ୟା ନା ଆତ୍ମହତ୍ୟା। ଯଦି ହତ୍ୟା ତେବେ କଣ ରହିଛି ମୃତ୍ୟୁ ପଛର କାରଣ, ତାର ଖୋଳତାଡ଼ କରୁଛି ପୁଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
