Advertisment

ରାଜଧାନୀ ଫୁସଫୁସରେ କଣା !

ଶିଖରଚଣ୍ଡୀ ପାହାଡ଼ ବା ହନୁମାନ ପାହାଡ଼ ର ଦୃଶ୍ୟ। ଦିନେ ରାଜଧାନୀର ଶୋଭା ବର୍ଦ୍ଧନ କରୁଥିବା ଏହି ପାହାଡ ଏବେ ଶ୍ରିହୀନ ହୋଇ ପଡିଛି ।

Advertisment

ପ୍ରଥମେ ପୋଡିଲେ, ପରେ ନଷ୍ଟ କଲେ ଆଉ ଏବେ ଧୀରେ ଧୀରେ ଜଙ୍ଗଲ ସବୁ ସଫା ହୋଇଗଲାଣି । ଏ ହେଉଛି ଶିଖରଚଣ୍ଡୀ ପାହାଡ଼ ବା ହନୁମାନ ପାହାଡ଼ ର ଦୃଶ୍ୟ। ଦିନେ ରାଜଧାନୀର ଶୋଭା ବର୍ଦ୍ଧନ କରୁଥିବା ଏହି ପାହାଡ ଏବେ ଶ୍ରିହୀନ ହୋଇ ପଡିଛି ।

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe