Advertisment

‘ଲାଇନ କାହିଁକି କାଟିଲେ’ କହୁ କହୁ କାନମୂଳିକୁ କଷିଦେଲେ

ବକେୟା ବିଦ୍ୟୁତ ବିଲ କଲେକ୍ସନ କରିବା ସମୟରେ ଜେଇ ସମେତ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ। ସେପଟେ ବିଦ୍ୟୁତ ଉପଭୋକ୍ତା କହିଛନ୍ତି, ଇଲେକ୍ଟ୍ରି ବିଲ୍ ବାବଦରେ ପ୍ରଥମେ ୨୫୦୦ ଟଙ୍କା ନେଲେ, କିନ୍ତୁ ବିଲ୍ ବା ରସିଦ ଦେଲେନି। ପୁଣିଥରେ ୫ ହଜାର ଟଙ୍କା ନେଲେ, ତାହାର ବି ରସିଦ ଦେଲେନି।

Electricity Price Energy Odisha Electricity Consumer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe