ବାଉଳି ମଠ ପୁନରୁଦ୍ଧାରକୁ ନେଇ ମୁଣ୍ଡ ଟେକିଛି ବିବାଦ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାର ନିକଟରେ ଅଛି ଉଦାସୀନ ସଂପ୍ରଦାୟର ବାଉଳି ମଠ। ଏଠାରେ ପୂଜା ପାଉଛନ୍ତି ପତିତପାବଙ୍କ ବିଗ୍ରହଙ୍କ ସହିତ ଶିଖ୍ ଧର୍ମର ଗୁରୁ ଗ୍ରନ୍ଥ ସାହେବ। ଏତେ ଦିନ ହେଲା ଏହି ପୁରାତନ ମଠ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ମଠଟି ଶ୍ରୀଜଗନ୍ନାଥଙ୍କ ନାଁରେ ରହିଥିବାରୁ ପୁନରୁଦ୍ଧାର କାମ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ଦାୟିତ୍ୱ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଠର କିଛି […]

bauli

bauli

Rakesh Mallick
  • Published: Thursday, 29 November 2018
  • Updated: 29 November 2018, 10:05 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାର ନିକଟରେ ଅଛି ଉଦାସୀନ ସଂପ୍ରଦାୟର ବାଉଳି ମଠ। ଏଠାରେ ପୂଜା ପାଉଛନ୍ତି ପତିତପାବଙ୍କ ବିଗ୍ରହଙ୍କ ସହିତ ଶିଖ୍ ଧର୍ମର ଗୁରୁ ଗ୍ରନ୍ଥ ସାହେବ। ଏତେ ଦିନ ହେଲା ଏହି ପୁରାତନ ମଠ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ମଠଟି ଶ୍ରୀଜଗନ୍ନାଥଙ୍କ ନାଁରେ ରହିଥିବାରୁ ପୁନରୁଦ୍ଧାର କାମ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ଦାୟିତ୍ୱ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଠର କିଛି ସଦସ୍ୟ।

ଅନ୍ୟପକ୍ଷରେ ପୁନରୁଦ୍ଧାର ପରେ ଆଦାୟ ଅର୍ଥକୁ ବାଉଳି ମଠ, ଶ୍ରୀମନ୍ଦିର ପ୍ରଶାସନ ଓ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମଧ୍ୟରେ ବଣ୍ଟାଯିବ ବୋଲି ନିଷ୍ପତ୍ତି ହୋଇଛି।

କୁହାଯାଏ ୧୫୦୮ ମସିହାରେ ଏହି ମଠରେ ଶିଖ୍ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ କିଛି ଦିନ ଅବସ୍ଥାନ କରିଥିଲେ। ତେଣୁ ଏହି ମଠ ପ୍ରତି ଶିଖମାନଙ୍କ ସ୍ୱତନ୍ତ୍ର ସମ୍ମାନ ଅଛି। କିନ୍ତୁ ପୁନରୁଦ୍ଧାର କାମକୁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ହସ୍ତାନ୍ତର କରାଯିବା ନିଷ୍ପତ୍ତିକୁ ନେଇ କେତେକ ସନ୍ତୁଷ୍ଟ ନୁହଁନ୍ତି। ଏହା ପଛରେ ଦୁର୍ନୀତି ଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story