କପି କର , ପାସ କର | Odisha Reporter
କପି କର, ପାସ କର। ଏହି ଢାଞ୍ଚାରେ ଚାଲିଛି କି ବିଜେଡି। କେନ୍ଦ୍ର ବଜେଟ ପରେ ସବୁଠି ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି ବିଜେପି ନେତା। ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ଆସି ବଜେଟ ଉପରେ ଆଲୋଚନା କରିଥିଲେ। ଏବେ ସମାନ ବାଟ ଆପଣାଇଛି ବିଜେଡି।
Advertisment
କପି କର , ପାସ କର | Odisha Reporter