Advertisment

'ରଖେ ହରି ତ ମାରେ କିଏ'

ସେଦିନ କରମଣ୍ଡଳ ଏକ୍ସପ୍ରେସର ଯାତ୍ରୀ ଥିଲେ ସମାଜସେବୀ ଦିଲ୍ଲିପ ପଟ୍ଟନାୟକ। ଆମ ଆଗରେ କହିଛନ୍ତି ହୃଦୟବିଦାରକ ସେ ରାତିର ଦୃଶ୍ୟ । କେମିତି ତାଙ୍କ ଆଗରେ ଟଳିପଡୁଥିଲେ ଲୋକେ ?

Advertisment

'ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ'। ଶୁକ୍ରବାର ବାଲେଶ୍ବର ବାହାନଗା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ ସମାଜସେବୀ ଦିଲ୍ଲିପ ପଟ୍ଟନାୟକ, ବଖାଣିଲେ ଛାତିଥରା ଦୃଶ୍ୟ। ସେ ଆମ ଆଗରେ କହିଛନ୍ତି ହୃଦୟବିଦାରକ ସେ ରାତିର ଦୃଶ୍ୟ । କେମିତି ତାଙ୍କ ଆଗରେ ଟଳିପଡୁଥିଲେ ଲୋକେ ? ଚାହୁଁ ଚାହୁଁ ଦେହ ହୋଇଯାଉଥିଲା ଥଣ୍ଡା । ପାଣି ଟିକିଏ ପିଇବା ପାଇଁ ଡହଳ ବିକଳ ହେଉଥିଲେ । ପାଣି ଟିକେ ପାଟିରେ ଦେଉ ଦେଉ ଟଳି ପଡୁଥିଲେ ଭୂମି ଉପରେ, କାହାର ଗୋଡ ନଥିଲା ତ କାହାର ହାତ ।

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe