ଅଦ୍ୟତନ ହୋଇଛି
corona-34
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ୍ ୧୩୩୧ ଜଣଙ୍କର କରୋନାରେ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Advertisment
ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ଭିତରୁ ସୁନ୍ଦରଗଡରୁ ୩ଜଣ ଅଛନ୍ତି। ସେହିପରି ଅନୁଗୁଳ,କଟକ,ଦେଓଗଡ,କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ନୂଆପଡ଼ା କେନ୍ଦୁଝର ଓ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/corona-34.jpg)