ଛାନିଆ କଲାଣି କରୋନା, ୧୫ ଦିନରେ ୧୦ ଗୁଣା ହେବ ! | Odisha Reporter
Advertisment
ପୁଣି ଫଁ ଦେଖାଇଲାଣି କରୋନା। ରାଜ୍ୟରେ ପ୍ରାୟ ୬ ମାସ ବ୍ୟବଧାନ ପରେ ଶହେ ଟପିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ କରୋନା ରେଗୀ। ସକ୍ରିୟ ରୋଗୀ ସଂଖ୍ୟା ବୃଦ୍ଧି ଘଟି ୪୨୯ରେ ପହଞ୍ଚିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us