‘କରୋନା’ ଷ୍ଟେଜ ଥ୍ରୀ’ର ଆଶଙ୍କା କଲେ ବାଗ୍‌ଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ମାରାତ୍ମକ ‘କରୋନା’ କବଳରେ ଭାରତ। ଦିନକୁ ଦିନ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଯାହା ଷ୍ଟେଜ ଥ୍ରୀ ଆଶଙ୍କା ବେଶ୍‌ ଆସନ୍ନ। ଗୋଷ୍ଠୀ ବା ସାମାଜିକ ସଂକ୍ରମଣକୁ ନେଇ ବଢିଲାଣି ଅଘୋଷିତ ସମ୍ଭାବନା। ଓଡ଼ିଶାରେ ତୃତୀୟ ପଜିଟିଭ୍ ରିପୋର୍ଟ ଆସିବା ପରେ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି ଖୋଦ ରାଜ୍ୟ ସରକାରଙ୍କ ‘କୋଭିଡ୍-୧୯’ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି। ସେ କହିଛନ୍ତି, “ପୂର୍ବରୁ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତିମାନେ […]

stage-3

stage-3

Manoranjan Sial
  • Published: Friday, 27 March 2020
  • Updated: 27 March 2020, 09:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ମାରାତ୍ମକ ‘କରୋନା’ କବଳରେ ଭାରତ। ଦିନକୁ ଦିନ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଯାହା ଷ୍ଟେଜ ଥ୍ରୀ ଆଶଙ୍କା ବେଶ୍‌ ଆସନ୍ନ। ଗୋଷ୍ଠୀ ବା ସାମାଜିକ ସଂକ୍ରମଣକୁ ନେଇ ବଢିଲାଣି ଅଘୋଷିତ ସମ୍ଭାବନା। ଓଡ଼ିଶାରେ ତୃତୀୟ ପଜିଟିଭ୍ ରିପୋର୍ଟ ଆସିବା ପରେ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି ଖୋଦ ରାଜ୍ୟ ସରକାରଙ୍କ ‘କୋଭିଡ୍-୧୯’ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

ସେ କହିଛନ୍ତି, “ପୂର୍ବରୁ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତିମାନେ ‘କରୋନା’ରେ ଶିକାର ହେଉଥିଲେ। ହେଲେ ଏବେ ଦିଲ୍ଲୀ ଓ ହରିୟାଣା ଭଳି ରାଜ୍ୟରୁ ଫେରୁଥିବା ଲୋକେ ସଂକ୍ରମିତ ହେଲେଣି। ତେଣୁ ଏଥିରୁ ଗୋଷ୍ଠୀ ସଂକ୍ରମଣ ଆଉ ବେଶୀ ଦୂର ନୁହେଁ। ସେଥିପାଇଁ ଆମକୁ ଅଧିକ ସଜାଗ ହେବାକୁ ପଡ଼ିବ।”

ତେବେ ଚିହ୍ନଟ ହୋଇଥିବା ରାଜ୍ୟର ତୃତୀୟ ‘କରୋନା’ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର। ତାଙ୍କର ବୟସ ୬୦। ସେ ଦିଲ୍ଲୀ ଓ ସେଠୁ ହରିୟାଣାର ରିୱାଡ଼ି ଯାଇଥିଲେ। ସେଠାରୁ ମାର୍ଚ୍ଚ ୧୦ତାରିଖରେ ଇଣ୍ଡିଗୋର 6E 2014 ବିମାନରେ ନିଜ ପତ୍ନୀ ଓ ଝିଅଙ୍କୁ ଧରି ଭୁବନେଶ୍ୱର ଫେରିଥିଲେ। ମାର୍ଚ୍ଚ ୧୩ ତାରିଖରେ ସେ ପ୍ରଥମେ ଅସୁସ୍ଥ ଅନୁଭବ କରିଥିଲେ। ୧୬ ତାରିଖରେ ସେ ବିଧାନସଭା ଡିସ୍‌ପେନ୍‌ସରିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରେ ନିମୋନିଆ ହେବାରୁ ତାଙ୍କୁ ୨୧ ତାରିଖରେ କର କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ତେବେ ୨୩ ତାରିଖରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ ତାରିଖରେ ସେଠୁ ଡିସ୍‌ଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କ ରକ୍ତ ଓ ସ୍ୱାବ୍‌ ନମୁନା ସଂଗୃହୀତ ହୋଇ ପରୀକ୍ଷା ପାଇଁ ଯାଇଥିଲେ। ତେବେ ରିପୋର୍ଟରେ ସେ କୋଭିଡ୍-୧୯ ଆକ୍ରାନ୍ତ ଥିବା ଗତକାଲି ରାତିରେ ସ୍ପଷ୍ଟ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ବାହାରୁ ଆସିଥିବା ସବୁ ଲୋକଙ୍କ ସହ ଯୋଗାଯୋଗ ପାଇଁ ଭୁବନେଶ୍ୱରରେ ୧୦ଟି ତଥା ରାଜ୍ୟରେ ୧୦୦ଟି ଟିମ୍ କାର୍ଯ୍ୟ କରୁଥିବା କହିଛନ୍ତି ସୁବ୍ରତ ବାଗ୍‌ଚୀ।

ତେବେ ତୃତୀୟ ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ପରେ ଆଉ କର କ୍ଲିନିକକକୁ କୌଣସି ରୋଗୀ ନଯିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ତା’ସହ ଚିହ୍ନଟ ରୋଗୀଙ୍କ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କର କ୍ଲିନିକ ଏମ୍‌ଡି ଡାକ୍ତର ସିଦ୍ଧାର୍ଥ କର କହିଛନ୍ତି, ସମ୍ପୃକ୍ତ ରୋଗୀ ୨୩ ତାରିଖରେ କ୍ଲିନିକରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କୁ ନିମୋନିଆ ନଥିଲା, ବରଂ ଜ୍ୱର ଥିଲା। ୨୪ ପର୍ଯ୍ୟନ୍ତ ସେ ତାଙ୍କ କ୍ଲିନିକରେ ଥିଲେ। ହେଲେ ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନେଇଛୁ। ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ଆଇସୋଲସନରେ ରଖାଯାଇଛି ଓ ହସ୍ପିଟାଲକୁ ସାନିଟାଇଜ କରାଯାଇଛି। ହସ୍ପିଟାଲରେ ଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବା ପାଇଁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story