ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି। ଗତକାଲି ୪, ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ଲମ୍ବ ଡିଆଁ ମାରି ୬ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ସର୍ବାଧିକ ୧୧୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗିରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪ ଚିହ୍ନଟ ହୋଇଛନ୍ତି ।
ଝାରସୁଗୁଡ଼ାରୁ ୩୫୫, କଳାହାଣ୍ଡିରୁ ୪୫୨, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୨୦୫, କୋରାପୁଟରୁ ୪୫, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୧୩୬ ପଜିଟିଭ ବାହାରିଛନ୍ତି।
ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୨୨୯, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୪୨୭, ଷ୍ଟେଟପୁଲରୁ ୨୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୬୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୩୫୭୫ ବାହାରିଥିବା ବେଳେ ଲୋକାଲ କେସ୍ ହେଉଛି ୨୫୮୯।ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩୮୮୪୭୯ରେ ପହଞ୍ଚିଥିବା ବେଳେ ୩,୫୧୩୮୬ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ଆକ୍ଟିଭ କେସ୍ ୩,୫୦୭୫ରେ ପହଞ୍ଚିଛି।
Covid-19 Report For 21st April
New Positive Cases: 6164
In quarantine: 3575
Local contacts: 2589(Details of local contacts will be shared by concerned Dist Administration)
District Wise Cases:
1. Angul: 136
2. Balasore: 78
3. Bargarh: 236
4. Bhadrak: 71
5. Balangir: 226— I & PR Department, Odisha (@IPR_Odisha) April 22, 2021
6. Boudh: 38
7. Cuttack: 360
8. Deogarh: 31
9. Dhenkanal: 17
10. Gajapati: 55
11. Ganjam: 135
12. Jagatsinghpur: 63
13. Jajpur: 154
14. Jharsuguda: 355
15. Kalahandi: 452
16. Kandhamal: 23
17. Kendrapada: 48
18. Keonjhar: 205
19. Khurda: 1132
20. Koraput: 45
21. Malkangiri: 16— I & PR Department, Odisha (@IPR_Odisha) April 22, 2021
22. Mayurbhanj: 136
23. Nawarangpur: 207
24. Nayagarh: 99
25. Nuapada: 459
26. Puri: 286
27. Rayagada: 105
28. Sambalpur: 229
29. Sonepur: 99
30. Sundargarh: 427
31. State Pool: 241— I & PR Department, Odisha (@IPR_Odisha) April 22, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।