Advertisment

ବାଲେଶ୍ୱରରେ ୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ ଜଣ, ନୟାଗଡ଼ ୩ଜଣ, ଯାଜପୁରରୁ ୨, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ୫୦୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିସହ ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା […]

ଅଦ୍ୟତନ ହୋଇଛି
ବାଲେଶ୍ୱରରେ ୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

CARONA-UPDATA

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କମଧ୍ୟରୁଗଞ୍ଜାମରୁ୧୨ଜଣ, ବାଲେଶ୍ୱରରୁ୧୨ଜଣ, ପୁରୀରୁ୧୦ଜଣ, ଭଦ୍ରକରୁ୬ ଜଣ, ନୟାଗଡ଼୩ଜଣ, ଯାଜପୁରରୁ ୨, ସୁନ୍ଦରଗଡ଼, କଟକଦେବଗଡ଼ରୁଜଣେଲେଖାଏଆକ୍ରାନ୍ତଚିହ୍ନଟହୋଇଛନ୍ତିଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ୫୦୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିସହ ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଛି। ସେଥିମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୨୬୧ ଜଣ ଚିକିତ୍ସିତ ହେଉଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି।  ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮୧ ଜଣ ଚିକିତ୍ସାଧୀନ ଅଛନ୍ତି।

Advertisment

ଆଉ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ଜାଣନ୍ତୁ

ଯାଜପୁର- ୯୦ (୫୨ ସୁସ୍ଥ, ୩୮ ଚିକିତ୍ସାଧୀନ),  ଖୋର୍ଦ୍ଧା- ୫୩ (୪୫ ସୁସ୍ଥ, ୬ ଚିକିତ୍ସାଧୀନ, ୨ ମୃତ),  ଭଦ୍ରକ- ୪୬ (୧୪ ସୁସ୍ଥ, ୨୫ ଚିକିତ୍ସାଧୀନ),  ସୁନ୍ଦରଗଡ଼-୨୬ (୧୨ ସୁସ୍ଥ, ୧୪ ଚିକିତ୍ସାଧୀନ),  କେନ୍ଦ୍ରାପଡ଼ା- ୨୨ (୨ ସୁସ୍ଥ,  ୨୦ ଚିକିତ୍ସାଧୀନ),  ଅନୁଗୋଳ- ୧୫ (ଚିକିତ୍ସାଧୀନ),  ପୁରୀ- ୧୪ ( ୧ ସୁସ୍ଥ, ୧୩ ଚିକିତ୍ସାଧୀନ), ମୟୂରଭଞ୍ଜ- ୯ ( ଚିକିତ୍ସାଧୀନ),  ଜଗତସିଂହପୁର- ୫ (ଚିକିତ୍ସାଧୀନ),  ବୌଦ୍ଧ-୪ (ଚିକିତ୍ସାଧୀନ), କଟକ- ୪ (୧ ସୁସ୍ଥ, ୩ ଚିକିତ୍ସାଧୀନ),  କେନ୍ଦୁଝର- ୪ (୨ ସୁସ୍ଥ, ୨ ଚିକିତ୍ସାଧୀନ), ନୟାଗଡ଼- ୪ (ଚିକିତ୍ସାଧୀନ), ବଲାଙ୍ଗିର- ୨ (ଚିକିତ୍ସାଧୀନ), ଦେବଗଡ଼- ୨ (୧ ସୁସ୍ଥ, ୨ ଚିକିତ୍ସାଧୀନ),  ଝାରସୁଗୁଡ଼ା- ୨ (ସୁସ୍ଥ),  କଳାହାଣ୍ଡି-  ୨(ସୁସ୍ଥ),  ଢେଙ୍କାନାଳ- ୧(ସୁସ୍ଥ), କୋରାପୁଟ- ୧ (ସୁସ୍ଥ)।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe