‘ରାଜ୍ୟରେ ଏବେ ପ୍ଲାଟୋ ଫେଜ୍‌ ଚାଲିଛି, ଏହାପରେ...’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫ ଦିନ ହେବ ଗୋଟିଏ ସ୍ତରରେ ରହୁଛି। ଏହା ୬ ହଜାରରୁ ସାଡେ ୬ ହଜାର ମଧ୍ୟରେ ରହୁଥିବାରୁ ଏହା ପ୍ଲାଟୋ ଫେଜ୍‌ ବୋଲି କହିଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୬ ହଜାର ଉପରେ ରହିଛି। ଏଭଳି ସ୍ଥିତିକୁ ଦେଖି ରାଜ୍ୟରେ ଏବେ ପ୍ଲାଟୋ ସ୍ଥିତି ଚାଲିଥିବା କହିଛନ୍ତି DMET ନିର୍ଦ୍ଦେଶକ । ଆଗକୁ […]

Cbk-Mohanty

Cbk-Mohanty

Niharika Rout
  • Published: Monday, 26 April 2021
  • Updated: 26 April 2021, 05:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫ ଦିନ ହେବ ଗୋଟିଏ ସ୍ତରରେ ରହୁଛି। ଏହା ୬ ହଜାରରୁ ସାଡେ ୬ ହଜାର ମଧ୍ୟରେ ରହୁଥିବାରୁ ଏହା ପ୍ଲାଟୋ ଫେଜ୍‌ ବୋଲି କହିଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୬ ହଜାର ଉପରେ ରହିଛି। ଏଭଳି ସ୍ଥିତିକୁ ଦେଖି ରାଜ୍ୟରେ ଏବେ ପ୍ଲାଟୋ ସ୍ଥିତି ଚାଲିଥିବା କହିଛନ୍ତି DMET ନିର୍ଦ୍ଦେଶକ । ଆଗକୁ ଏହି ପରିସଂଖ୍ୟାନ ଆହୁରି କମିବା ଆଶା କରାଯାଉଛି।  ଭଗବାନ କରନ୍ତୁ, ଏହାପରେ ମହାମାରୀ ତଳ ମୁହାଁ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି  କହିଛନ୍ତି, ପାଖାପାଖି ସପ୍ତାହେ ହେଲାଣି ୬ ହଜାର ଟ୍ରେଣ୍ଡ ରହିଛି। ଦ୍ରୁତ ସଂକ୍ରମଣ ହେଉନି। ଏହା ହେଉଛି ପ୍ଲାଟୋ ଷ୍ଟେଟ। ସବୁ ମହାମାରୀର ଏକ ପିକ୍‌ ଷ୍ଟେଜ ଥାଏ। ଏହା ପରେ ଖସିଥାଏ।

ତେଣୁ ଏହି ଷ୍ଟେଜ ପରେ କରୋନା କମିବା ଆଶା କରାଯାଉଛି। ଏହାବ୍ୟତୀତ  ଟିକା ନେବା ପରେ ଜ୍ୱର ୨ ଦିନରୁ ଅଧିକ ରହୁଥିବା ନେଇ ପ୍ରଶ୍ନରେ  ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ବୋଲି କହିଛନ୍ତି।

ରାଜ୍ୟରେ ଅକ୍ସିଜେନ ଆବଶ୍ୟକତାଠାରୁ ଅଧିକ ଷ୍ଟକ ଥିବା ସତ୍ତ୍ୱେ ପ୍ରତି ବେଡ ପାଖରେ ଅକ୍ସଜେନ ସିଲିଣ୍ଡର ରଖିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି DMET।  ଅନ୍ୟ ରାଜ୍ୟରେ ଅକ୍ସିଜେନ ଅଭାବରୁ ବହୁ ସଂଖ୍ୟାରେ ଲୋକ ମରୁଥିବା ବେଳେ ସେଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ସେପରି ରାଜ୍ୟକୁ ଅକ୍ସଜେନ ପଠାଇବା ଉଚିତ ବୋଲି ସେ କହିଛନ୍ତି।

ଅପରପକ୍ଷେ, ରାଜ୍ୟରେ କରୋନା ରୋଗୀଙ୍କୁ ବେଡ୍, ଅକ୍ସିଜେନ୍ ଏବଂ ଆନୁସଙ୍ଗିକ ଔଷଧ ପହଞ୍ଚାଇବାକୁ ସବୁ ବନ୍ଦୋବସ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଦୁଇ ତିନି ଜିଲ୍ଲାକୁ ମିଶାଇ ଗୋଟିଏ କଷ୍ଟର ଗଠନ ହୋଇଛି। ଯେଉଁ ହସ୍ପିଟାଲରେ ବେଡ୍ ଭର୍ତ୍ତି ହୋଇଛି ସେଠୁ ଅନ୍ୟ ଜିଲ୍ଲାଙ୍କୁ କରୋନା ଆକ୍ରାନ୍ତଙ୍କୁ ପଠାଯାଉଛି। ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶ୍ରତ ବେଡ ଖାଲି ରହିଛି। ତାସହ ରାଜ୍ୟରେ ଅକ୍ସିଜେନ୍ ବଳକା ରହିଛି। ଅକ୍ସିଜେନ୍‌କୁ କିପରି ବିଭିନ୍ନ ହସ୍ପିଟାଲ୍‌କୁ ପଠାଯିବ, ପ୍ରତିଦିନ କିପରି ଏହାର ମାତ୍ରାକୁ ଯାଂଚ ହେବ ସେ ନେଇ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ,   ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକରେ ୬୫୯୯ଟି କରୋନାର ନୂଆ ମାମଲା ସାମନାକୁ ଆସିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୨୭ ଓ ୨୭୭୨ଟି ଲୋକାଲ୍‌ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି।

ତେବେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ଏହି ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ସର୍ବାଧିକ ୯୫୮ଟି ନୂଆ ମାମଲା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story