ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏହା ଚିନ୍ତାଜନକ ସ୍ଥିତିରେ ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମିଶ୍ର କହିଛନ୍ତି ଯେ, ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଦୈନିକ କରୋନା ସଂକ୍ରମଣ ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଇଛି । ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି କୋଭିଡ୍ […]

Niranjan Misha

Niranjan Misha

Ordigital Desk
  • Published: Monday, 18 April 2022
  • Updated: 19 April 2022, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏହା ଚିନ୍ତାଜନକ ସ୍ଥିତିରେ ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମିଶ୍ର କହିଛନ୍ତି ଯେ, ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଦୈନିକ କରୋନା ସଂକ୍ରମଣ ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଇଛି । ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ମାତ୍ର ୭-୮ଟି ଜିଲ୍ଲାରେ ଏବେ କୋଭିଡ୍ ସଂକ୍ରମଣ ମାମଲାର ଖବର ରହିଛି । ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ନୁହେଁ । ଏବେ ଦେଶର ବିଭିନ୍ନ ଭାଗରେ ସଂକ୍ରମଣ ବଢ଼ିବାକୁ ଚତୁର୍ଥ ଲହର ବୋଲି କୁହାଯାଇନପାରେ । ଓଡ଼ିଶାରେ ଗତ ୨୪ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରୁ ମାତ୍ର ୧୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୩ଟି ଜିଲ୍ଲା ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ ରହିଛି ।

ଅନ୍ୟପକ୍ଷରେ ସୋମବାର ଦିଲ୍ଲୀରେ ୫୧୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ ସହରରେ ୪୬୧ଟି ମାମଲା ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶ ସରକାର ଆଜିଠୁ ଲକ୍ଷ୍ନୌ ଓ ୬ଟି ସୀମାବର୍ତ୍ତୀ ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସମଗ୍ର ଦେଶରେ ଆଜି ୨୧୮୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଯାହାକି ଗତକାଲି ମାତ୍ର ୧୧୫୦ରେ ସୀମିତ ଥିଲା । ଗତ ପ୍ରାୟ ମାସକ ମଧ୍ୟରେ ଭାରତରେ ଗୋଟିଏ ଦିନରେ ଏତେ ପରିମାଣରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story