Advertisment

କାନ୍ଧ ଖୋଜୁଛି ବାହାନଗାର ଶବ

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପାଖାପାଖି ୨୦ ଦିନ ବିତିଗଲାଣି। ଏଯାଏଁ ୮୧ ମରଶରୀରର ପରିଚୟ ମିଳିପାରିନି। ସେମାନଙ୍କ ପରିଜନମାନେ ଡିଏନଏ ସାମ୍ପଲ ଦେଇ ଅପେକ୍ଷା କରିଛନ୍ତି ରିପୋର୍ଟକୁ। ଅନ୍ୟପଟେ ପରିବାରର ଅବସ୍ଥା ଖରାପ ହେବାରେ ଲାଗିଛି। ନା ସେମାନେ କାମଧନ୍ଦାକୁ ଯାଇପାରୁଛନ୍ତି ନା କୌଣସି ରୋଜଗାର କରିପାରୁଛନ୍ତି। ଅପେକ୍ଷା କରିଛନ୍ତି କେବେ ଆସିବ ରିପୋର୍ଟ ଆଉ ନେଇଯିବେ ମୃତଦେହ।

author-image
Debendra Prusty

Odisha Train Accident Train Tragedy Coromandel Express Bahanaga