ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପାଖାପାଖି ୨୦ ଦିନ ବିତିଗଲାଣି। ଏଯାଏଁ ୮୧ ମରଶରୀରର ପରିଚୟ ମିଳିପାରିନି। ସେମାନଙ୍କ ପରିଜନମାନେ ଡିଏନଏ ସାମ୍ପଲ ଦେଇ ଅପେକ୍ଷା କରିଛନ୍ତି ରିପୋର୍ଟକୁ। ଅନ୍ୟପଟେ ପରିବାରର ଅବସ୍ଥା ଖରାପ ହେବାରେ ଲାଗିଛି। ନା ସେମାନେ କାମଧନ୍ଦାକୁ ଯାଇପାରୁଛନ୍ତି ନା କୌଣସି ରୋଜଗାର କରିପାରୁଛନ୍ତି। ଅପେକ୍ଷା କରିଛନ୍ତି କେବେ ଆସିବ ରିପୋର୍ଟ ଆଉ ନେଇଯିବେ ମୃତଦେହ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ଟର ସହିତ ଧକ୍କା ପରେ ଜଳିଗଲା ପିଆଜ ବୋଝେଇ ଟ୍ରକ୍; ଜଣେ ମୃତ, ୨ ଗୁରୁତର
ଗୁରୁତର ଆହତ ଦ୍ୱୟ ହେଉଛନ୍ତି ପିଆଜ ବୋଝେଇ ଟ୍ରକ୍ର ଡ୍ରାଇଭର ଓ ହେଲପର।
Religion
୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା।
Crime
ଗର୍ଭବତୀଙ୍କୁ ଗୁଳି କରି ହତ୍ୟା
ରାତି ୧୨ଟା ୫୦ରେ କେହି ଘରର କବାଟ ବାଡ଼େଇ ଥିଲେ। ଏହା ଶୁଣି ମହିଳା ଜଣଙ୍କ କବାଟ ଖୋଲି ଦେଇଥିଲେ। ଆଉ ତା’ପରେ ଘଟିଗଲା ଏହି ଅଘଟଣ।
Miscellaneous
୧୪ଟି ଶିଳ୍ପସଂସ୍ଥାର ୪୦୯୭ କୋଟି ବିଦ୍ୟୁତ ବିଲ୍ ଛାଡ କରିଛି ବିଜେଡି ସରକାର, କେବଳ ବେଦାନ୍ତର ୩୬୦୦କୋଟି
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଶିଳ୍ପ ନୀତି ଓ ଏସଇଜେଡ୍ ନୀତି ଆଧାରରେ ରାଜ୍ୟ ସରକାର ୧୪ଟି ଶିଳ୍ପ ସଂସ୍ଥାର ୪୦୯୭.୬୭କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ଼ କରିଛନ୍ତି ।
Miscellaneous
ଓଡ଼ିଶାରେ ସଙ୍ଗୀନ ହେଲାଣି ଆଇପିଏସ୍ ସଙ୍କଟ: ସପ୍ତାହେ ତଳେ ୩ ଗଲେ, ପୁଣି ଯିବେ ଆଉ ୩ ଜଣ
ଗୃହ ବିଭାଗ ସୂତ୍ର ଅନୁସାରେ, ଓଡ଼ିଶାରେ ପଦୋନ୍ନତିଭିତ୍ତିକ ଆଇପିଏସ ପଦବୀ ପୂରଣ ହୋଇପାରୁନଥିବାରୁ ଏବେ ଏଭଳି ସଙ୍କଟ ଉପୁଜିଛି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ହେଉଛି ୧୯୫ । ସେଥିରୁ ଏବେ ୬୮ଟି ପଦବୀ ଖାଲିପଡ଼ିଛି ।