Advertisment

'ଦୁର୍ନୀତିକୁ ଓଡ଼ିଶାରେ ଲିଗାଲାଇଜ୍ କରାଯାଇଛି'

'ଦୁର୍ନୀତିମୁକ୍ତ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଦୁର୍ନୀତିକୁ ଓଡ଼ିଶାରେ ଲିଗାଲାଇଜ୍ କରାଯାଇଛି, ଯଦି ବିଧାୟକଙ୍କ ପାଣ୍ଠିରୁ ପିସି କାରବାର ହେବ, ଆମେ କାମ କରିବା ପାଇଁ ପିସି ନଦେଲେ ବିଲ୍ ପାସ୍ ହେବ ନାହିଁ, ଏହାଠାରୁ ବଡ଼ ଲଜ୍ଜାକର ଘଟଣା ଆଉ ନାହିଁ, ଦୁର୍ନୀତି ସବୁଆଡ଼େ ବ୍ୟାପି ଯାଇଛି।

author-image
Manoj Swain

Odisha Congress Mohammed Moquim