Advertisment

୧୫୦ ଲିଟର ରନ୍ଧା ମଦ ଜବତ

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅର୍ନ୍ତଗତ ଇରମରୁ ଆଜି ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ ଦାସ। ତାଙ୍କ ଘର ସେହି ଇରମ ଗାଁରେ। ସର୍ଯ୍ୟକାନ୍ତ ରନ୍ଧା ମଦ ବିକ୍ରି କରୁଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଆଜି ସକାଳେ ଗାଁରେ ଚଢ଼ଉ କରି ୧୫୦ ଲିଟର ରନ୍ଧା ମଦ ଜବତ କରିଥିଲା। […]

author-image
Tapaswini Nayak
୧୫୦ ଲିଟର ରନ୍ଧା ମଦ ଜବତ

bhadrak...

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅର୍ନ୍ତଗତ ଇରମରୁ ଆଜି ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ ଦାସ। ତାଙ୍କ ଘର ସେହି ଇରମ ଗାଁରେ।

Advertisment

ସର୍ଯ୍ୟକାନ୍ତ ରନ୍ଧା ମଦ ବିକ୍ରି କରୁଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଆଜି ସକାଳେ ଗାଁରେ ଚଢ଼ଉ କରି ୧୫୦ ଲିଟର ରନ୍ଧା ମଦ ଜବତ କରିଥିଲା। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ସୂର୍ଯ୍ୟମଣି କୋର୍ଟ ଚାଲାଣ କରିଛି।