bhadrak...
Advertisment
ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅର୍ନ୍ତଗତ ଇରମରୁ ଆଜି ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ ଦାସ। ତାଙ୍କ ଘର ସେହି ଇରମ ଗାଁରେ।
Advertisment
ସର୍ଯ୍ୟକାନ୍ତ ରନ୍ଧା ମଦ ବିକ୍ରି କରୁଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଆଜି ସକାଳେ ଗାଁରେ ଚଢ଼ଉ କରି ୧୫୦ ଲିଟର ରନ୍ଧା ମଦ ଜବତ କରିଥିଲା। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ସୂର୍ଯ୍ୟମଣି କୋର୍ଟ ଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/bhadrak....jpg)