ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ ଡାକରାକୁ ସମାଲୋଚନା କରିଛି ସିପିଏମ୍। କେନ୍ଦ୍ର ସରକାର ଧାନର ଉଚିତ ସଂଗ୍ରହ ମୂଲ୍ୟ ଦେଉନଥିବା ବେଳେ ରାଜ୍ୟ ସରକାର ବୋନସ୍ ମଧ୍ୟ ଦେଉ ନାହାନ୍ତି। ସଂସଦ ଆଗରେ ବିଜୁ କୃଷକ ଜନତା ଦଳର ବିକ୍ଷୋଭରେ ରାଜନୀତିକ ଗନ୍ଧ ବାରି ହୋଇ ପଡୁଛି ବୋଲି ସିପିଆଇ ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି।
ଭୁମୀହୀନମାନଙ୍କୁ ଜମି ନଦେବା, ବେରୋଜଗାରୀଙ୍କୁ ରୋଜଗାର ନଦେବା ଫଳରେ ଆଜି ଲକ୍ଷ ଲକ୍ଷ ଓଡ଼ିଆ ସୁରତରେ ଦାଦନ ଖଟିବାକୁ ଯାଉଛନ୍ତି। ଦୀର୍ଘ ୧୯ବର୍ଷ ଭୋଟ ରାଜନୀତି କରିବା ପାଇଁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରିଛନ୍ତି। ଏହାର କୌଣସି ଫଳ ମିଳିବ ନାହିଁ। ଆସନ୍ତା ୮ ଓ ୯ ତାରିଖ ସର୍ବଭାରତୀୟ ସ୍ତରରେ ସମସ୍ତ ଟ୍ରେଡ୍ ୟୁନିୟନଙ୍କ ପକ୍ଷରୁ ଦିଆଯାଇଥିବା ଡାକରାକୁ ସମର୍ଥନ କରି ରାଜଭବନ ଆଗରେ ଚାଷୀମାନଙ୍କୁ ବିକ୍ରି ମୂଲ୍ୟ ପ୍ରଦାନ କରିବାକୁ ଦାବି କରାଯିବ।
ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ।
Crime
ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ; ମାଡ଼ି ବସିଲା ଭିଜିଲାନ୍ସ
ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା।
Miscellaneous
ଓଏଏସ୍ ବଦଳି: ମଧୁମିତା ନାୟକ ଇଏସଆଇ ନିର୍ଦ୍ଦେଶିକା
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ। ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା: କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି
ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହେବ। ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା।