ବିଜେଡି ଓ ବିଜେପିକୁ ପରାସ୍ତ କରିବାକୁ ସିପିଏମର ଆହ୍ୱାନ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟର ପୁଞ୍ଜିବାଦୀ ଦଳର ନେତା ଓ କର୍ମୀମାନେ ଅର୍ଥ ଓ କ୍ଷମତା ଲୋଭରେ ପାଗଳ ହୋଇ ଉଠିଛନ୍ତି। କେଉଁ ଦଳ କେତେ ଟଙ୍କା ଦେଇପାରିବ, ପ୍ରାର୍ଥୀ କରାଇ ପାରିବ ଓ ନିର୍ବାଚନ ପରେ ମନ୍ତ୍ରୀ ପଦ ଦେବ, ତାହାକୁ ନେଇ ଏକ ନୀତିହୀନ, ଆଦର୍ଶହୀନ ଓ ମୂଲ୍ୟବୋଧହୀନ ପରିସ୍ଥିତିକୁ ସୃଷ୍ଟି କରାଯାଉଛି। ଯୁବପିଢିଙ୍କ ଆଗରେ ଏଇଟା ହିଁ ଏକମାତ୍ର ରାସ୍ତା ବୋଲି କୁହା ଯାଉଛି। ସାରା ଦେଶରେ ମଧ୍ୟ ଏହି ଚିତ୍ର। ସି.ପି.ଆଇ.(ଏମ୍) […]

cpm

cpm

Rakesh Mallick
  • Published: Monday, 21 January 2019
  • Updated: 21 January 2019, 10:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): "ରାଜ୍ୟର ପୁଞ୍ଜିବାଦୀ ଦଳର ନେତା ଓ କର୍ମୀମାନେ ଅର୍ଥ ଓ କ୍ଷମତା ଲୋଭରେ ପାଗଳ ହୋଇ ଉଠିଛନ୍ତି। କେଉଁ ଦଳ କେତେ ଟଙ୍କା ଦେଇପାରିବ, ପ୍ରାର୍ଥୀ କରାଇ ପାରିବ ଓ ନିର୍ବାଚନ ପରେ ମନ୍ତ୍ରୀ ପଦ ଦେବ, ତାହାକୁ ନେଇ ଏକ ନୀତିହୀନ, ଆଦର୍ଶହୀନ ଓ ମୂଲ୍ୟବୋଧହୀନ ପରିସ୍ଥିତିକୁ ସୃଷ୍ଟି କରାଯାଉଛି। ଯୁବପିଢିଙ୍କ ଆଗରେ ଏଇଟା ହିଁ ଏକମାତ୍ର ରାସ୍ତା ବୋଲି କୁହା ଯାଉଛି। ସାରା ଦେଶରେ ମଧ୍ୟ ଏହି ଚିତ୍ର। ସି.ପି.ଆଇ.(ଏମ୍) କର୍ମୀମାନଙ୍କର ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ ଏପରି ଭାବରେ ସାମ୍ପ୍ରତିକ ରାଜନୀତିକ ପରିସ୍ଥିଟି ସମ୍ପର୍କରେ ଟିପ୍ପଣୀ ରଖିଛନ୍ତି ପାର୍ଟିର ବରିଷ୍ଠ ନେତା ଜନାର୍ଦ୍ଦନ ପତି।

ଶ୍ରୀ ପତି କହିଛନ୍ତି, "ଅସତ ଧନବଳରେ କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ପ୍ରୟାସ ଚାଲିଛି। ଅକ୍ସଫାମ ରିପୋର୍ଟ କହୁଛି ଯେ ମାତ୍ର ୯ ଜଣ ବ୍ୟକ୍ତିଙ୍କ ହାତରେ ଆମର ଏହି ବିରାଟ ଦେଶର ସମସ୍ତ ସମ୍ପତ୍ତିର ୫୦ ଭାଗ ରହିଛି। ଏହି ଧାରାରେ କ’ଣ ଆମ ଦେଶ ଚାଲିବ ? ଅସତ ଉପାୟରେ ଧନ ଅର୍ଜନ କରି ଲୋକମାନଙ୍କୁ ଭୟଭୀତ କରାଇ କ୍ଷମତା ଅର୍ଜନ କରିବା ଓ ଅର୍ଜିତ କ୍ଷମତାକୁ ବ୍ୟବହାର କରି ପୁଣି ଅସତ ସମ୍ପଦର ପାହାଡ଼ ରଚନା କରିବା ଆଜିର ପୁଞ୍ଜିବାଦୀ ରାଜନୀତିର ମୂଖ୍ୟ ପ୍ରସଙ୍ଗ ହୋଇଛି। ଏହି ପଟ୍ଟଭୂମିରେ ଏକ ବିକଳ୍ପ ଖୋଜିବାକୁ ପଡ଼ିବ। ରାଜ୍ୟରେ ବିଜେଡି ୧୯ ବର୍ଷ ଧରି ଶାସନ କରିଛି। ସାଧାରଣ ଗରିବ ଲୋକଟିର ଏପରି ପରିସ୍ଥିତି ହୋଇଛି ଯେ,ଟଙ୍କିକିଆ ଚାଉଳ ଓ ପାଞ୍ଚ ଟଙ୍କିଆ ଖାଦ୍ୟ ନମିଳିଲେ ସେ ଉପବାସରେ ରହିବ। ସରକାରୀ ଅନୁଦାନ ବ୍ୟତୀତ ଲୋକେ ବଞ୍ଚି ପାରିବେ ନାହିଁ।  କାହିଁକି ଏ ଅବସ୍ଥା?କିଏ ସୃଷ୍ଟି କରିଚାଲିଛି ଏହି ଅବସ୍ଥା ? କାହିଁକି ଲୋକମାନେ ନିଜ ରୋଜଗାର ଉପରେ ନିର୍ଭର ନକରି ସରକାରଙ୍କ ଦୟାର ପାତ୍ର ହେବେ ? ରାଜ୍ୟକୁ ଦରିଦ୍ରମାନଙ୍କ ରାଜ୍ୟରେ ପରିଣତ କରି ଦିଆଯାଉନାହିଁକି ?"

ଅପର ପକ୍ଷରେ ଭୟଙ୍କର ମିଥ୍ୟା, ଶଠତା, ପ୍ରବଞ୍ଚନା ଓ ହିଂସା ତଥା ବିଦ୍ୱେଷକୁ ଆଧାର କରି ଦେଶରେ ଏକଛତ୍ରବାଦୀ ଶାସକ ନରେନ୍ଦ୍ର ମୋଦିକୁ ଗାଦିଚ୍ୟୁତ ନକଲେ ଦେଶର ଚାଷୀ, ବେକାର ଶ୍ରମିକ ଓ କର୍ମରତ ଶ୍ରମିକ, ମହିଳା, ଦଳିତ ଓ ସଂଖ୍ୟାଲଘୁମାନେ ତଳିତଳାନ୍ତ ହୋଇଯିବେ ବୋଲି ଶ୍ରୀ ପତି ଚେତାଇ ଦେଇଥିଲେ।

ଓଡିଶା ପରିସ୍ଥିତିକୁ ଆକଳନ କରି ଶ୍ରୀ ପତି କହିଛନ୍ତି ଯେ ରାଜ୍ୟର ସଚେତନ ସାଧାରଣ ଲୋକମାନେ ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପିକୁ ପରାସ୍ତ କରିବା ଏକାନ୍ତ ଅପରିହାର୍ଯ୍ୟ। ଏହାକୁ ସାକାର କରିବାକୁ ସି.ପି.ଆଇ.(ଏମ୍) ଓ ସି.ପି.ଆଇ. ସମେତ ଅନ୍ୟ ଗଣତାନ୍ତ୍ରିକ ଦଳମାନେ ଯେଉଁ ଉଦ୍ୟମ କରୁଛନ୍ତି, ତା'କୁ ରୁପାୟନ କରିବାକୁ ହେବ। ଧନବଳ ଓ ବାହୁବଳକୁ ଜନତାଙ୍କ ସକ୍ରିୟ ସହଯୋଗରେ ପରାସ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏହି ସମ୍ମିଳନୀରେ ପାର୍ଟିର ଅନ୍ୟ ବରିଷ୍ଠ ନେତା ଜଗନ୍ନାଥ ମିଶ୍ର ଓ ଅନ୍ୟମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story