ସୂକ୍ଷ୍ମ କଳାକୃତୀରେ ବଡ଼ଦିନର ଶୁଭେଚ୍ଛା ଦେଲେ ଏହି କଳାକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରାତି ପାହିଲେ ବଡ଼ଦିନ। ଖ୍ରୀଷ୍ଟ ଧର୍ମ ପ୍ରବର୍ତ୍ତକ ପ୍ରଭୁ ଜୀଶୁଙ୍କ ଧରାବତରଣ ଉତ୍ସବ। ଏଣୁ ସଜେଇ ହେଉଛି ଚର୍ଚ୍ଚ। ଏହାକୁ ନେଇ ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ନିଜର କ୍ଷୁଦ୍ର କଳାକୃତି ମାଧ୍ୟମରେ ବଡ଼ ଦିନର ଶୁଭେଚ୍ଛା ଦେଇଛନ୍ତି ରାଜଧାନୀର ଜଣେ କଳାକାର। ସେ ହେଉଛନ୍ତି ଜଟଣୀର ଏଲ୍‌.ଇଶ୍ୱର ରାଓ। ବୋତଲ ଭିତରେ ସାବୁନ୍‌ରେ ପ୍ରସ୍ତୁତ କରିଛନ୍ତି ସେ ଏହି କଳାକୃତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଦିନ […]

tt

tt

Mihir Pattnayak
  • Published: Monday, 24 December 2018
  • Updated: 24 December 2018, 08:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରାତି ପାହିଲେ ବଡ଼ଦିନ। ଖ୍ରୀଷ୍ଟ ଧର୍ମ ପ୍ରବର୍ତ୍ତକ ପ୍ରଭୁ ଜୀଶୁଙ୍କ ଧରାବତରଣ ଉତ୍ସବ। ଏଣୁ ସଜେଇ ହେଉଛି ଚର୍ଚ୍ଚ। ଏହାକୁ ନେଇ ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ନିଜର କ୍ଷୁଦ୍ର କଳାକୃତି ମାଧ୍ୟମରେ ବଡ଼ ଦିନର ଶୁଭେଚ୍ଛା ଦେଇଛନ୍ତି ରାଜଧାନୀର ଜଣେ କଳାକାର। ସେ ହେଉଛନ୍ତି ଜଟଣୀର ଏଲ୍‌.ଇଶ୍ୱର ରାଓ।

ବୋତଲ ଭିତରେ ସାବୁନ୍‌ରେ ପ୍ରସ୍ତୁତ କରିଛନ୍ତି ସେ ଏହି କଳାକୃତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଦିନ ସମୟ ଲାଗିଛି ବୋଲି ସେ କୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story