Advertisment

ସୂକ୍ଷ୍ମ କଳାକୃତୀରେ ବଡ଼ଦିନର ଶୁଭେଚ୍ଛା ଦେଲେ ଏହି କଳାକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରାତି ପାହିଲେ ବଡ଼ଦିନ। ଖ୍ରୀଷ୍ଟ ଧର୍ମ ପ୍ରବର୍ତ୍ତକ ପ୍ରଭୁ ଜୀଶୁଙ୍କ ଧରାବତରଣ ଉତ୍ସବ। ଏଣୁ ସଜେଇ ହେଉଛି ଚର୍ଚ୍ଚ। ଏହାକୁ ନେଇ ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ନିଜର କ୍ଷୁଦ୍ର କଳାକୃତି ମାଧ୍ୟମରେ ବଡ଼ ଦିନର ଶୁଭେଚ୍ଛା ଦେଇଛନ୍ତି ରାଜଧାନୀର ଜଣେ କଳାକାର। ସେ ହେଉଛନ୍ତି ଜଟଣୀର ଏଲ୍‌.ଇଶ୍ୱର ରାଓ। ବୋତଲ ଭିତରେ ସାବୁନ୍‌ରେ ପ୍ରସ୍ତୁତ କରିଛନ୍ତି ସେ ଏହି କଳାକୃତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଦିନ […]

ସୂକ୍ଷ୍ମ କଳାକୃତୀରେ ବଡ଼ଦିନର ଶୁଭେଚ୍ଛା ଦେଲେ ଏହି କଳାକାର

tt

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରାତି ପାହିଲେ ବଡ଼ଦିନ। ଖ୍ରୀଷ୍ଟ ଧର୍ମ ପ୍ରବର୍ତ୍ତକ ପ୍ରଭୁ ଜୀଶୁଙ୍କ ଧରାବତରଣ ଉତ୍ସବ। ଏଣୁ ସଜେଇ ହେଉଛି ଚର୍ଚ୍ଚ। ଏହାକୁ ନେଇ ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ନିଜର କ୍ଷୁଦ୍ର କଳାକୃତି ମାଧ୍ୟମରେ ବଡ଼ ଦିନର ଶୁଭେଚ୍ଛା ଦେଇଛନ୍ତି ରାଜଧାନୀର ଜଣେ କଳାକାର। ସେ ହେଉଛନ୍ତି ଜଟଣୀର ଏଲ୍‌.ଇଶ୍ୱର ରାଓ।

Advertisment

ବୋତଲ ଭିତରେ ସାବୁନ୍‌ରେ ପ୍ରସ୍ତୁତ କରିଛନ୍ତି ସେ ଏହି କଳାକୃତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଦିନ ସମୟ ଲାଗିଛି ବୋଲି ସେ କୁହନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe