Advertisment

ସାମ୍ନାକୁ ଆସିଲା ପାଠଶାଳାର ପାପ

ପ୍ରଥମେ ବନୁଥିଲା ନକଲି ସାର୍ଟିଫିକେଟ। ଆଉ ଏବେ ପାପ ଲୁଚାଇବାକୁ ଚାଲିଛି କୁଚକ୍ରନ୍ତ। ତଦନ୍ତ ପାଇଁ ଉତ୍ତରପ୍ରଦେଶ ଠିକଣାରେ ଯାଇଥିବା ଚିଠି ମିଳୁଛି ସାରଙ୍କ ପାଠଶାଳାରୁ। ବଲାଙ୍ଗୀରର ବହୁଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାରେ ସଂଦିଗ୍ଧ ଅଭିଯୁକ୍ତ କିଭଳି ନିଜର ପାପ ଘୋଡ଼ାଇବାକୁ ଚାଲ୍ ରଚୁଥିଲା ଏବେ ପଦାକୁ ଆସିଛି।

author-image
Debendra Prusty

Odisha Odisha Education Education Certificate For Sale Certificates