ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ବୁଧବାର ପ୍ରଥମ ରଜର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ । । ଆଖି ସାମ୍ନାରେ ପୁଅକୁ ହରାଇ ଅଧିର, ଅଧର୍ଯ୍ୟ ହୋଇପଡୁଛି ମାଆ। ଚେତା ହରାଉଛି ବାପା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
‘ରଜ ପର୍ବ, ଆମ ପାଇଁ ଗର୍ବ’
'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ପହିଲି ରଜ ପାଇଁ ଉତ୍ସବମୁଖର ପୁରପଲ୍ଲୀ। ଆଜି ରଜ ସଂକ୍ରାନ୍ତି। ଭୁବନେଶ୍ବର ପାନ୍ଥନିବାସରେ ଚାଲିଛି ରଜ ଉତ୍ସବ।
Odisha
ଚମତ୍କାର ମୌନବ୍ରତରେ ମନ୍ତ୍ରୀ !
ଆଗରୁ ବାହାରି ଟାଟା ପାଓ୍ବାର ପାଇଁ ଓକିଲାତି କରୁଥିଲେ। ହେଲେ ଯେତେବେଳେ ସବୁଆଡ଼ୁ ନିନ୍ଦା ଶୁଣିଲେ ଆଉ କିଛି ଶୁଣୁନାହାଁନ୍ତି କି ପଚାରିଲେ ବି କିଛି କହୁ ନାହାଁନ୍ତି।
Odisha
ବର ମାଗିଲା ଖାସି ଝୋଳ କନିଆ ଭାଙ୍ଗିଦେଲା ବାହାଘର
ବାହାଘର ଭାଙ୍ଗିଦେଲା ଖାସି ମାଂସ । ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା।
Odisha
ଓଡ଼ିଶାରେ ବିଶ୍ବ ବିରଳ ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସୁଛନ୍ତି ଆଉ ପାଣ୍ଡିଆନ ରାଜ୍ୟ ସାରା ବୁଲୁଛନ୍ତି। କହୁଛନ୍ତି ଆପଣଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି। ଲୋକଙ୍କ ଦ୍ବାରା ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁନି।