Advertisment

ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର

ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ବୁଧବାର ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ । ।

Advertisment

ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ବୁଧବାର ପ୍ରଥମ ରଜର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ । । ଆଖି ସାମ୍ନାରେ ପୁଅକୁ ହରାଇ ଅଧିର, ଅଧର୍ଯ୍ୟ ହୋଇପଡୁଛି ମାଆ। ଚେତା ହରାଉଛି ବାପା ।

Advertisment
Odisha Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe