Advertisment

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କରତି ଗାଁ ନିକଟ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ୨ ଦିନ ହେଲା ନଦୀରେ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁମ୍ଭୀରଟି ସ୍ଥାନୀୟ ମହାଦେବ ଘାଟ ଓ ଆଖପାଖ ଘାଟ ନିକଟରେ ଦେଖିବାକୁ ମିଳିଛି। ବନ୍ୟା ଜଳରେ ଟିକରପଡା ସାତକୋଶିଆ ଗଣ୍ଡରୁ କୁମ୍ଭୀର ଚାଲିଆସିଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଉପରେ ନଜର ରଖିଛି। ଏହା ଘଡିଆଲ ପ୍ରଜାତିର […]

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

kkk333

Advertisment

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କରତି ଗାଁ ନିକଟ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ୨ ଦିନ ହେଲା ନଦୀରେ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Advertisment

କୁମ୍ଭୀରଟି ସ୍ଥାନୀୟ ମହାଦେବ ଘାଟ ଓ ଆଖପାଖ ଘାଟ ନିକଟରେ ଦେଖିବାକୁ ମିଳିଛି। ବନ୍ୟା ଜଳରେ ଟିକରପଡା ସାତକୋଶିଆ ଗଣ୍ଡରୁ କୁମ୍ଭୀର ଚାଲିଆସିଥିବା ଅନୁମାନ କରାଯାଉଛି।

ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଉପରେ ନଜର ରଖିଛି। ଏହା ଘଡିଆଲ ପ୍ରଜାତିର କୁମ୍ଭୀର, ମଣିଷକୁ ଆକ୍ରମଣ କରି ନଥାଏ ବୋଲି କହିଛନ୍ତି ବୌଦ୍ଧ ବନଖଣ୍ଡ ରେଞ୍ଜର ଆଶିଷ କହଁର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe